https://kanaknews.com/the-assembly-session-ended-just-before-the-scheduled-time/
ନିର୍ଦ୍ଧାରିତ ସମୟର ଦିନକ ପୂର୍ବରୁ ସରିଲା ବିଧାନସଭା ଅଧିବେଶନ । ଅଧିବେଶନ ଶେଷ ନେଇ ଘୋଷଣା କଲେ ବାଚସ୍ପତି । ଆଜି ଶେଷ ଦିନରେ ପାରିତ ହେଲା ୫ଟି ବିଲ୍ ।